କାମାକ୍ଷାନଗର ରାମମନ୍ଦିର ଠାରେ ପାରାୟଣ ପ୍ରଵଚନ ଅନୁଷ୍ଠିତ…

Spread the love

ଆଜି କାମାକ୍ଷାନଗର ଶ୍ରୀରାମ ମନ୍ଦିର ଠାରେ ମନ୍ଦିର ଟ୍ରଷ୍ଟି କମିଟିର ବରେଣ୍ୟ ସଭାପତି ଡ଼ ବିନାୟକ ମିଶ୍ର , ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ କୁମାର ପଣ୍ଡା ଏଵଂ ଟ୍ରଷ୍ଟି କମିଟିର ବରିଷ୍ଠ ସଦସ୍ୟ ବୃନ୍ଦ ଓକିଲ ଵାଙ୍କ ମିଶ୍ର , ଶ୍ରୀଯୁକ୍ତ ପରୀ ମହାରଣା , ଶ୍ରୀଯୁକ୍ତ ହିମାଂଶୁ ଶେଖର ମହାପାତ୍ର , ଶ୍ରୀଯୁକ୍ତ ପାପୁନି ନନ୍ଦ ମହୋଦୟ, ଶ୍ରୀଯୁକ୍ତ ଅଜିତ ମିଶ୍ର ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନଙ୍କ ଅନନ୍ୟ ପ୍ରଚେଷ୍ଟାରେ ଆୟୋଜିତ ୩୮ ତମ ଶ୍ରୀରାମ ଚରିତ ମାନସ ନଵାହ୍ନ ପାରାୟଣ ପ୍ରଵଚନ ସତସଙ୍ଗ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ପ୍ରଵକ୍ତା ପୂଜ୍ୟ ଵ୍ୟାସ ବାବାଜୀ କରୁଣାନିଧାନ ଦାସଜୀ ମହାରାଜ ଆଜ୍ଞା ଗୋସ୍ଵାମୀ ସନ୍ଥ ତୁଳସୀ ଦାସ କୃତ ପବିତ୍ର ରାମାୟଣ ପଠନ କରିଥିବା ବେଳେ ମୂଖ୍ୟ ପ୍ରବକ୍ତା ଭାଵରେ ସଂସ୍କୃତ ଅଧ୍ୟାପକ ପଣ୍ଡିତ ଶ୍ରୀ ପ୍ରମୋଦ କୁମାର ଦାଶ ମହୋଦୟ ପ୍ରବଚନ ପ୍ରଦାନ କରି ଶ୍ରୋତମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିବା ସହିତ ସତସଙ୍ଗର ମହିମା ଓ ପ୍ରଭୁକୃପା ଲାଭ ହେବାର ଅନୁଭବ କରାଇଥିଲେ ।

Leave a Reply

Your email address will not be published. Required fields are marked *