ଜାତୀୟ ସ୍ତରରେ ତୃତୀୟ ସ୍ଥାନ ରଖି ଢ଼େଙ୍କାନାଳ ରେ ନା ରଖିଲେ ସାଇ ସତ୍ୟଜିତ ବେହେରା l

Spread the love

ଜାତୀୟ ସ୍ତରରେ ତୃତୀୟ ସ୍ଥାନ ରଖି ଢ଼େଙ୍କାନାଳ ରେ ନା ରଖିଲେ ସାଇ ସତ୍ୟଜିତ ବେହେରା l

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଗ୍ରାମ ର ଥିବା ବ୍ଲୁ ବେଲ ରୋଜେଟ୍ ସ୍କୁଲ ରେ ପ୍ରଥମ ଶ୍ରେଣୀରେ ପଢନ୍ତି ସାଇ ସତ୍ୟମ ବେହେରା । ଚଳିତ ବର୍ଷ ହୋଇଥିବା ସାଇନସ୍ ଅଲମ୍ପିଆଡ ଫାଉଣ୍ଡେସନ ତରଫରୁ ସେ ଗଣିତ ପରିକ୍ଷାରେ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ରଖି ଢେଙ୍କାନାଳ ଜିଲ୍ଲା ଗୌରବ ଅର୍ଜନ କରିଛନ୍ତି । ସେଥିପାଇଁ ଅଧକ୍ଷ ବିଦ୍ୟାଧର ଦାସ ଓ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ମନରେ ଖୁସିର ଲହରି ଖେଳି ଯାଇଛି । ସାଇ ସତ୍ୟମ ବେହେରା ଙ୍କ ବାପା ଗଣେଶ୍ଵର ବେହେରା ଓ ମା ଝରଣାରାଣୀ ବେହେରା ମଧ୍ୟ ବହୁତ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *