ଢେଙ୍କାନାଳ ସଦର ରେଞ୍ଜ ଓସ୍ତପାଳ ଗ୍ରାମରେ ଦନ୍ତାହାତୀ ର ମୃତ୍ୟୁ । ଫୁଡ଼ ପଏଜନିକ ରୁ ହୋଇଥିବା ଅନୁମାନ କରାଯାଇ ଥିଲା । ମୃତ ହାତୀଟିକୁ ୨୦ ବର୍ଷ ବୋଲି ଜଣା ପଡିଛି । ହାତିଟି ଖାଦ୍ୟ ସନ୍ଧାନରେ ରାତିରେ ଗ୍ରାମ ପାଖ ବିଲକୁ ଆସିଥିଲା ବଳେ ତାର ମୃତ୍ୟୁ ହୋଇଛି ବୋଲି ଜଣା ପଡିନ୍ତି ।
ପରିବା ଚାଷ କରାଯାଇଥିବା ବିଲରେ ମରିଥିବାରୁ ବିଷ ଜନିତ ମୃତ ହୋଇଥିବା ସନ୍ଦେହ କରିଛି ବନ ବିଭାଗ , ହାତି ମୃତ୍ୟୁ ଜାଣିବା ପାଇଁ ଭୁବନେଶ୍ୱର OUAT ରୁ ଏକ ସ୍ୱତନ୍ତ୍ର ଟିମ ଢେଙ୍କାନାଳ ଆସୁଛନ୍ତି ବୋଲି ସୂଚନା ମିଳିଛି ।
#dhenkanalnews #elephant #forestdepartment