ଢେଙ୍କାନାଳ ସହରର ସୁପ୍ରତିଷ୍ଠିତ ସାହିତ୍ୟିକ କବି. ଲେଖକ ତଥା ବିଭାବନା ଓ ପାକ୍ଷିକ ଖବର କାଗଜ ଏତଲା ର ସମ୍ପାଦକ ପଣ୍ଡିତ ସ୍ୱର୍ଗତ ମନୋରଞ୍ଜନ ନନ୍ଦ ଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ ଶୋକ ସଭା ରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏବଂ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ଵାରା ଅମ୍ଲାନ ପ୍ରତିଭା ପୁସ୍ତକ ଉନ୍ମୋଚିତ୍ତ.

Spread the love

Leave a Reply

Your email address will not be published. Required fields are marked *