
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ମହିମାଗlଦି ର ବାସନ୍ତୀ ନାୟକ ସ୍ୱାମୀ କୁର୍ପାସିନ୍ଧୁ ନାୟକଙ୍କ ଘରେ ଦୃବୁତ ପ୍ରଥମେ କୃପାସିନ୍ଧୁ ଙ୍କୁ ସୋଇଥିବା ସମୟରେ କବାଟ ବନ୍ଦ କରିଦେଇଥିଲେ କିନ୍ତୁ ତାଙ୍କ ବେକରୁ ସୁନାହlର ଛିଣ୍ଡାଇ ଗାଡି ଷ୍ଟାଣ୍ଡ କରି ଫେରାର ହୋଇଯାଇଥିଲେ, ବାରମ୍ବାର ଏହି ଚୋରି ଡକାୟତି ଲାଗିରହିଛି, ନିକଟରେ ଯୋରନ୍ଦା ଫାଣ୍ଡି ଅଛି କିନ୍ତୁ ସେଠାରେ ଆବଶ୍ୟକ ଅନୁସାରେ ଷ୍ଟାଫ ନାହାନ୍ତି,9ଜଣ କନେଷ୍ଟବଳ ବଦଳରେ 5ଜଣ ଅଛନ୍ତି ବୋଲି ଜନସାଧାରଣ ରେ ଚର୍ଚ୍ଚା, ସେହିପରି ଶବଇନ୍ସ୍ପେକଟର ଦୁଇ ଜଣ ବଦଳରେ ଜଣେ ଅଛନ୍ତି, ଜଣେ କନେଷ୍ଟବଳ ଙ୍କର ବଦଳି ହୋଇଥିଲେ, ମଧ୍ୟ ଲୋଭ ଛାଡ଼ୁନାହିଁ, ମହିମାଗlଦି ଛାଡିବାକୁ ଆଞ୍ଚଳିକ ଲୋକ କହିବା ଅନୁଯାୟୀ ବାରମ୍ବାର ଅଭିଯୋଗ ସର୍ତ୍ତେ କୋଣସି କାର୍ଯ୍ୟନୁଷ୍ଠାନ କରାଯାଉନାହିଁ, ଏ ଭଳି କେତେ ଦିନ ଏମିତି ଚlଳିବ ବୋଲି ସ୍ଥାନୀୟ ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି,
ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ