ପଞ୍ଚୁବଟିରେ ଓଭର ବ୍ରିଜ୍ ତଳକୁ ଖସିପଡିଲା ନୀଳମାଧବ
ଯାତ୍ରୀବାହୀ ବସ୍, ୩୦ଆହତ ୨ମୃତ୍ୟୁ.. ବସ୍ ରେ ଥିଲେ ୪୦ରୁ
ଉର୍ଦ୍ଧ୍ବ ଯାତ୍ରୀ, ନୃସିଂହନାଥ, ହରିଶଙ୍କର ଦର୍ଶନ ପାଇଁ ଆସି
କେନ୍ଦ୍ରାପଡ଼ା ଫେରୁଥିଲା ନୀଳମାଧବ ବସ୍..
#accident #nilamadhabbus #kendrapara
#NewsUpdate #Dhenkanal #panchubati #dhenkanalnews