ରାଜ୍ୟ ରାଜନିତୀର ଜନନେତା ବରିଷ୍ଠ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଅକସ୍ମାକ ଦେହାବସାନ ଖବର ପାଇ କାମାକ୍ଷାନଗର ଵାଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ନାଗରିକ ତଥା ନଗରପାଳ ଧର୍ମାନନ୍ଦ ପରିଡା
ଅମ୍ଲାନ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି
ଓଁ ଶାନ୍ତି 🙏🙏🙏

Spread the love