
ସର୍ବଭାରତୀୟ ଡାକସେବା ଆୟୋଜିତ ପକ୍ଷରୁ
ଜାତୀୟ ଷ୍ଟାମ୍ପ ଡିଜାଇନ ପ୍ରଥମ ପ୍ରତିଯୋଗିତାରେ
ସ୍ଥାନ ଅଧିକାର କରିଛନ୍ତି ଢେଙ୍କାନାଳ ସେଣ୍ଟ ଜାଭିୟର୍ସ୍ ସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ଦିବ୍ୟାଙ୍କା ଦାସ ।
ଶନିବାର ନୂଆଦିଲ୍ଲୀସ୍ଥିତ ମଇଦାନଠାରେ ପ୍ରଗତି
ଆୟୋଜିତ ଆଜାଦୀ କା ଅତିଥିଙ୍କଠାରୁ ଦିବ୍ୟାଙ୍କା ଦାସ ପୁରସ୍କାର ଗ୍ରହଣ କରୁଛନ୍ତି ।
ଢେଙ୍କାନାଳରେ କୁଞ୍ଜକାନ୍ତରେ ରହୁଥିବା ଜିନ୍ଦଲ କମ୍ପାନୀ କର୍ମଚାରୀ କୁମୁଦ ରଞ୍ଜନ ଦାସ ଏବଂ ତ୍ରିଷ୍ଣାବାଳା ଦାସଙ୍କ ଜ୍ୟୋଷ୍ଠ
କନ୍ୟା । ତାଙ୍କର ଏହି ସଫଳତାରେ ସଞ୍ଚାର
ଜୟସିଂହ ଅମୃତ ମହୋତ୍ସବର ଅମୃତ
ପେକ୍ସ -୨୦୨୩ କାର୍ଯ୍ୟକ୍ରମରେ କେନ୍ଦ୍ର
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ
ଚୌହାନ ଯୋଗଦେଇ ଦିବ୍ୟାଙ୍କାଙ୍କୁ ଟ୍ରଫି
ସହ ନଗଦ ୧୦ ହଜାର ଟଙ୍କା ଅର୍ଥରାଶି
ପୁରସ୍କାର ପ୍ରଦାନ କରିଥିଲେ। ଦିବ୍ୟାଙ୍କା
ଡିଜାଇନ୍ କରିଥିବା ଷ୍ଟାମ୍ରେ ଜାତିର
ଜନକ ମହାତ୍ମା ଗାନ୍ଧୀ, ଶହୀଦ ଭଗତ୍
ସିଂ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ
ଫଟୋ ସ୍ଥାନିତ ହୋଇଛି। ଏଥିସହ
ଟେକ୍ନୋଲୋଜିର ସ୍ୱଚ୍ଛଭାରତ ମିଶନ
ଜାତୀୟ ପତକା ଚିତ୍ର
ରହିଛି । ତାଙ୍କର
ଡିଜାଇନ ମନୋନୀତ ହୋଇଥିବାରୁ
ଏହାକୁ ଉନ୍ମୋଚନ କରାଯାଇଛି।