ଢେଙ୍କାନାଳ ଜିଲ୍ଲାର ଶାସ୍ତ୍ରୀୟ କଳା ପାଲା ପାଳିଆ ଛବି ଵାଵୁ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ସାରସ୍ଵତ ସମ୍ମାନରେ ହେଲେ ସମ୍ମାନିତ।

Spread the love

ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ଓଡିଶା,୪୫ ତ୍ତମ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ସହଯୋଗୀ ପାଲା ପାଳିଆ ଭାବରେ ଢେଙ୍କାନାଳ ଜିଲ୍ଲା,କଣ୍ଟାପାଳ ଗ୍ରାମର ଶ୍ରୀଯୁକ୍ତ ଛବି ନାରାୟଣ ମହାକୁଡ଼ ମହୋଦୟ ସାରସ୍ଵତ ସମ୍ମାନରେ ସମ୍ମାନିତ ହୋଇ ଆମ ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି।

ଓଡ଼ିଶାର ଲୋକପ୍ରିୟ ପାରମ୍ପରିକ ଶାସ୍ତ୍ରୀୟ କଳା ହେଉଛି ପାଲା । ଆଦରଣୀୟ ଛବି ଵାଵୁ ରାଜ୍ୟ ସ୍ତରରେ ସମ୍ମାନ ହାସଲ କରି ଯେଉଁ ଯସ କୃତି ଅର୍ଜନ କରିଲେ , ଆପଣଙ୍କ ପାଖରେ ସମଗ୍ର ଢେଙ୍କାନାଳ ଜିଲ୍ଲା କୃତଜ୍ଞ । ଏଇଭଳି ଆମ ପରମ୍ପରା କଳାର ପ୍ରଚାର ପ୍ରସାର ଆପଣମାନଙ୍କ ଜରିଆରେ ଜାରି ରହିଥାଉ । ଇଶ୍ଵର ଆପଣଙ୍କୁ କୋଟି ପରମାୟୁ ପ୍ରଦାନ କରିବା ହୁଅନ୍ତୁ ଏତିକି କାମନା ।

https://m.facebook.com/story.php?story_fbid=pfbid02kYZytvw4sr36f8ZYTqrXpjjtdDw2EHRNYmXvqA51Sfe5mUzTh66ng8vSnSYQzyMol&id=100083188936203&mibextid=Nif5oz

Leave a Reply

Your email address will not be published. Required fields are marked *