ଢ଼େଙ୍କାନାଳ TPCOWL କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଥିଲେ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘ ର ସମସ୍ତ କର୍ମଚାରୀ..
ଗତକାଲି ରାଜ୍ୟ ର ବିଭିନ୍ନ ଜିଲ୍ଲାର ହଜାର ହଜାର କର୍ମଚାରୀ ଏକତ୍ରିତ ହୋଇ ଭୁବନେଶ୍ୱର ପାୱାର ହାଉସ ଛକରେ ଏକ ବିଶାଳ ଅନ୍ଧୋଳନ କରିଥିଲେ l ଏହି ସବୁ କର୍ମଚାରୀ ମାନେ TPCOWL ପାଖରେ ବହୁବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି ହେଲା ସମାନ କାମ କୁ ସମାନ ଦରମା ପାଉନାହାନ୍ତି ଓ ଆଜି ପର୍ଯ୍ୟନ୍ତ ଠିକା ପ୍ରଥା ଉଛେଦ ମଧ୍ୟ ହୋଇପାରୁନାହିଁ l ତେଣୁ ଯଥା ଶୀଘ୍ର ସମାନ କାର୍ଯ କୁ ସମାନ ଦରମା ଓ ଠିକା ପ୍ରଥା ଉଚ୍ଛେଦ କରିବା ପାଇଁ ଢ଼େଙ୍କାନାଳ କର୍ମଚାରୀ ଙ୍କ ଦ୍ଵାରା ଆନ୍ଦୋଳନ କରାଯାଇଥିଲା l। ଯଦି ଦାବି ପୂରଣ ନ ହୁଏ ତାହାଲେ ଓଡ଼ିଶାର ୨୦ ଟି ଡିଭିଜନ ଆଗରେ ଆନ୍ଦୋଳନ ଅନରିଧିଷ୍ଟକାଳ ପାଇଁ ହେବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଥିଲା l